ପିଆଜ ବଜାରରେ ବଢୁଛି ଉଚା ରେଟ।

ପିଆଜ ବଜାରରେ ବଢୁଛି ଉଚା ରେଟ। ଛୁଇଁଲାଣି ୯୦

ଭୁବନେଶ୍ୱର:ପିଆଜ ବଜାରରେ ବଢୁଛି ଉଚା ରେଟ। ଛୁଇଁଲାଣି ୯୦ପିଆଜ ବଜାରରେ ଲାଗିଥିବା ଲିଭିବାର ନାଁ ନେଉନି। କାର୍ତ୍ତିକ ମାସ ପରେ ମଧ୍ୟ ଦିନକୁ ଦିନ ଦର କମିବା ବଦଳରେ ବଢ଼ିବାରେ ଲାଗିଛି। ୪,୫ ଦିନ ତଳେ ୭୦-୮୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ କିଛି ସ୍ଥାନରେ ୯୦ ଛୁଇଁଲାଣି।କଟକ ଭୁବନେଶ୍ୱର ବିଭିନ୍ନ ମାର୍କେଟ ଦିନ ଦିନ ରେଟ ବଢିବାଲେ ଲାଗିଛି ବି ପିଆଜ ଦର ଚଢ଼ା ରହିଛି। ୫ ଦିନ ତଳେ ଯେଉଁ ପିଆଜ ୬୦ ଟଙ୍କାରେ ମିଳୁଥିଲା, ତାହା ଏବେ ୯୦ରେ ପହଞ୍ଚିଲାଣି। ଆଉ ଏହାର ସିଧାସଳଖ ପ୍ରଭାବ ପିଆଜ ବେପାର ଉପରେ ପଡ଼ିଛି ।

Leave a Reply

Your email address will not be published. Required fields are marked *