ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି।

ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଜଣ୍ଡରୀଗୁଡ଼ା ଗାଁରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ସତ ଚେଷ୍ଟା ସତ୍ତ୍ୱେ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ।

ଗାଁର ଦୁଇ ଭାଇ ମଧୁ ଭତରା ଓ ମଙ୍ଗୁ ଭତରାଙ୍କ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଉଭୟଙ୍କର ୪୦ କ୍ୱିଣ୍ଟାଲ ଲେଖାଏ ଧାନ ପୋଡ଼ି ପାଉଁଶ ହୋଇଯାଇଛି।

Leave a Reply

Your email address will not be published. Required fields are marked *