ନକଲି ପୋଲିସ କୁ ମାଡି ବସିଲା ଅସଲି ପୋଲିସ

thebreakingnewsonly-

ଜୟପୁର: ନକଲି ପୋଲିସ କୁ ମାଡି ବସିଲା ଅସଲି ପୋଲିସ !ପୋଲିସ ବେଶ ରେ ଡ଼କାୟତ ଉଦ୍ୟମ କରୁଥିବା ବେଳେ ପୋଲିସ 8 ଜଣଙ୍କୁ ଗିରଫ କରିଛି! ଅପରାଧୀ ମାନେ ପୋଲିସ ବେଶ ରେ ଡ଼କାୟତି କରୁଥିବା ବେଳେ ପୋଲିସ ଅନ୍ତ ରାଜ୍ୟ ଡ଼କାୟତ ଦୋଳ କୁ ଗିରଫ କରିଛି! ଗିରଫ ଅପରାଧୀ ମାନଙ୍କ ମଧ୍ୟ ରୁ 4ଜଣ ମଧ୍ୟପ୍ରଦେଶ ର ହୋଇଥବା ବେଳେ ଜଣେ ବିହାର ଓ ଆଉ 2ଜଣ ସ୍ଥାନୀୟ ଅଂଚଳ ର ହୋଇଥିବା ବେଳେ ଆଉ ଜଣେ କଳାହାଣ୍ଡି ର ବୋଲି ଜଣା ପଡ଼ିଛି! ଗିରଫ ଅପରାଧୀ ଙ୍କ ଠାରୁ ଦାମି କାର ସହ 12ଟି ମୋବାଇଲ 2ଟି ଛୁରୀ 2ଟି ଲାଠି ନକଲି ବନ୍ଧୁଙ୍କ’ସହ ପୋଲିସ ପୋଷାକ ସହ5ହଜାର 630 ଟଙ୍କା ଜବତ କରିଛି! ଏମାନେ ଜୟପୁର ନିକୋଟସ୍ତ ପାବର ହାଉସ ଠାରେ ଡକାୟତ ନେଇ ଯୋଜନା କରୁଥିବା ବେଳେ ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିବା ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି!

Leave a Reply

Your email address will not be published. Required fields are marked *