ଧର୍ମଗଡ଼ ଓ ଜୁନାଗଡ଼କୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା

କଳାହାଣ୍ଡିର ଧର୍ମଗଡ଼ ଓ ଜୁନାଗଡ଼କୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଜୁନାଗଡ଼ ଓ ଧର୍ମଗଡ଼ ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ ଧର୍ମଗଡ଼ ଓ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ, ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ, କୋରାପୁଟ-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ .

Leave a Reply

Your email address will not be published. Required fields are marked *