ଧରାପଡିଲେ ପଞ୍ଚାୟତ ଅଫିସ୍‌ର

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ଅଫିସ୍‌ର ନିର୍ବାହୀ ଅଧିକାରୀ। ବାଲେଶ୍ୱର ରେମୁଣା ବ୍ଲକ୍‌ ଦହପଡା ପଞ୍ଚାୟତ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ଈଶ୍ୱର ଚନ୍ଦ୍ର ଦାସ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ପାଇଁ ଅାସୁଥିବା ଇନସେଣ୍ଟିଭ ଟଙ୍କା ପାଇଁ ମଧୁସୂଦନ ଜେନାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସେ। ୨ ହଜାର ଟଙ୍କା ସହିତ ମାଛ ନେଇ ଦେବା ବେଳେ ଇଶ୍ୱର ଭିଜିଲାନ୍ସ ହାତରେ ଧରାପଡିଥିଲେ।

Leave a Reply

Your email address will not be published. Required fields are marked *