ଡ. ଚିଦାତ୍ମିକା ଖଟୁଆ, ୱିମେନ ଆଚିଭରସ ନ୍ୟାସନାଲ୍ ଆୱାର୍ଡ ୨୦୧୯ ରେ ସମ୍ମାନିତ ।

ଡ. ଚିଦାତ୍ମିକା ଖଟୁଆ, ୱିମେନ ଆଚିଭରସ ନ୍ୟାସନାଲ୍ ଆୱାର୍ଡ ୨୦୧୯ ରେ ସମ୍ମାନିତ ।

ଭୁବେନେଶ୍ୱର : ନୂଆ ଦିଲ୍ଲୀ ଠାରେ ସାମୁଦାୟିକ ବିକାଶ ସମତି ୧୧ ତମ ଆଧି ଅବଦି ଘବଗ୍ଧସକ୍ଟଦ୍ଭବକ୍ଷ ଆୱାର୍ଡସ ୨୦୧୯ ରେ କନଷ୍ଟିଚୁନ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଭରତ ବର୍ଷରୁ ଏଗାର ଜଣ ମହିଳାଙ୍କୁ ଏଠାରେ ସମ୍ମାନିତ କରଯାଇଥିଲା । ଓଡିଶାରୁ ଡ. ଚିଦାତ୍ମିକା ଖଟୁଆ ଙ୍କୁ ଆଦିବାସୀ ସମଦାୟକୁ ଗବସଦ୍ଭଗ୍ଦଗ୍ଧକ୍ସରବଜ୍ଞ କୁ ଆଣିବାକୁ ପ୍ରୟାସ ଓ ସମାଜ ସେବା କ୍ଷେତ୍ର ପାଇଁ ସମ୍ମାନିତ କରଯାଇଥିଲା । ଏହି ଆୱାର୍ଡ ଉତ୍ସବରେ ଶ୍ରୀ ପ୍ରଦୀପ ମାରୱା , ଡାରେକଟର ଏସିଆନ ଏକାଡେମି ଫିମ୍ମ , ଶ୍ରୀ ଆର କେ ସିହ୍ନା ,୩୧ ରାଜ୍ୟ ସଭା, ପ୍ରମୋଦ ଭେଲ, ବିଜେପି ସଭାପତି ନଏଡା , ଶ୍ରୀ ନରେନ୍ଦ୍ର କୁମାର ସ୍ଵାଇଁ, ୩୧ ରାଜ୍ୟ ସଭା,ସୁବାଶ ଘାଇ ଫିମ୍ମ ଡାରେକଟର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *