ଡିସେମ୍ବର ୭ରେ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ

ଡିସେମ୍ବର ୭ରେ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ |

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ DGPଙ୍କ କ୍ୟାମ୍ପ ଅଫିସରେ ବୈଠକ | DGP, ଭୁବନେଶ୍ବର ଓ କଟକ DCP, ପୋଲିସ କମିସନର ଉପସ୍ଥିତ | ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ DGPଙ୍କ ଆଲୋଚନା

Leave a Reply

Your email address will not be published. Required fields are marked *