ଡଟ ଫେଷ୍ଟ ରେ ଦର୍ଶକ ଙ୍କୁ ମତୁଆଲା କରୁଛି ସୁକେଶ ପଟ୍ଟନାୟକଙ୍କ ମ୍ୟାଜିକ

ଡଟ ଫେଷ୍ଟ ରେ ଦର୍ଶକ ଙ୍କୁ ମତୁଆଲା କରୁଛି ସୁକେଶ ପଟ୍ଟନାୟକଙ୍କ ମ୍ୟାଜିକ । ୧୦ ବର୍ଷ ଧରି ମ୍ୟାଜିକ ଦ୍ବାରା ଆମେରିକା ରେ ଦର୍ଶକ ଙ୍କ ମନ ମୋହିଥିବା ସୁକେଶ ଏବେ ଭୂବନେଶ୍ବରରେ ତାଙ୍କ କଳା ପ୍ରଦର୍ଶନ କରି ଡଟ ଫେଷ୍ଟ ସାଜିଛନ୍ତି ଆକଷର୍ଣ ର ଅନ୍ୟ ଏକ କେନ୍ଦ୍ର ବିନ୍ଦୁ । ମ୍ୟାଜିକ ସହ ସବୁଦିନ ର କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଦର୍ଶକ ଙ୍କୁ ଅବଗତ କରଉଛନ୍ତି । ସୁକେଶ , ଭୂବନେଶ୍ବର ସ୍ଥିତ ଏସ୍ ଏସ୍ ମ୍ୟାଜିକ ଏକାଡେମୀ ର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି ।

Leave a Reply

Your email address will not be published. Required fields are marked *