ଜଗନ୍ନାଥ ଙ୍କ ଅବଢ଼ା ର ରହସ୍ୟ…

ଜଗନ୍ନାଥ ସେ ହେଉଛନ୍ତି ଓଡ଼ିଆ ଙ୍କ ଆରାଧ୍ୟ ଦେବତା । ତାଙ୍କ ବିଷୟରେ କିଛି ଅଜଣା କଥା।

ଯେଉଁ ଚାଉଳ କେବଳ ଜଗନ୍ନାଥ ରୋଷ ଘରେ ରନ୍ଧା ଯାଏ  , ତାକୁ ଅମୁଣିଆ ଅନ୍ନ କୁହାଯାଏ । ସେହି ଚାଉଳ କୁ ରାନ୍ଧି ସରିଲା ପରେ ତାକୁ ଅନ୍ନ କହନ୍ତି। ସେ ରନ୍ଧା ଅନ୍ନ ଯେତେବେଳେ ରୋଷଘରୁ ବାହାର କୁ ଆସେ ସେତେବେଳେ ତାକୁ ଛେକ କୁହନ୍ତି। ଯେତେବେଳେ ଏହା ଭୟର୍ବୀ ଚକ୍ରରେ ରହେ , ସେତେବେଳେ ଏହାକୁ ଭୋଗ କୁହାଯା ଏ । ଯେବେ ତିନି ଠାକୁରଙ୍କ ନିକଟରେ ଲାଗି ହୁଏ , ସେତେବେଳେ ନୈବଦ କୁହାଯାଏ , ଯେତେବେଳେ ନୈବଦ ବିମଳା ଠାକୁରାଣୀଙ୍କ ପାଖରେ ଲାଗିହୁଏ , ସେତେବେଳେ ଏହା ମହାପ୍ରସାଦ । ଏହି ମହାପ୍ରସାଦ ପଞ୍ଚମେଶ୍ୱର ନିକଟରେ ରୁହେ  ସେତେବେଳେ ଏହା କୟୀବଲ୍ୟ କୁହନ୍ତି। ଯେତେବେଳ  ଭକ୍ତ ଖାଆଁନ୍ତି, ସେତେବେଳେ ଅବଢ଼ା। ଅବଢ଼ା ର ଯେ କୌଣସି ଛଡା ଯାଇଥିବା ଅଂଶକୁ ଶୁଖାଇ ରଖିଲେ ତାହାକୁ ନିର୍ମାଲ୍ୟ କୁହାଯାଏ। ବଡ଼ ବିଚିତ୍ର ଜଗନ୍ନାଥ ଙ୍କ ଲୀଳା।

Leave a Reply

Your email address will not be published. Required fields are marked *