କେସିଆର ଓ ନବୀନ ଭେଟ ଭାଟ


ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନବୀନଙ୍କୁ ଭେଟିବା ପରେ ନବୀନଙ୍କ ସରକାରଙ୍କ କାମକୁ ପ୍ରଂଶସାରେ ପୋତି ପକାଇଛନ୍ତି । କୃଷକ ମାନଙ୍କ ପାଇଁ ନବୀନ ଯେଉଁ ଯୋଜନା କରୁଛନ୍ତି ତାହା ବାସ୍ତବରେ ପ୍ରଂଶସନୀୟ।ନବୀନ ହେଉଛନ୍ତି ଜଣେ ନିସ୍ୱାର୍ଥପର ମୁଖ୍ୟମନ୍ତ୍ରୀ । ସେ ହେଉଛନ୍ତି ସମଗ୍ର ଦେଶ ପାଇଁ ଜଣେ ରୋଲ୍ ମଡେଲ । ନବୀନଙ୍କ ଭଳି ନେତା ପାଇଁ ସେ ଗର୍ବିତ ବୋଲି କହିଛନ୍ତି #କେସିଆର । ଯାହା ଅନୁଭବ ହେଉଛି ଜାତୀୟ ରାଜନୀତିରେ ଏବେ ସବୁ ଦଳର ଫୋକସରେ ରହିଛି ଓଡିଶା ଓ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *