କରୋନା ସଂପର୍କରେ ସଚେତନତା ଅଭିଯାନ .

କରୋନା ସଂପର୍କରେ ସଚେତନତା ଅଭିଯାନ .

ଭୁୁୁବନେଶ୍ୱର: ୧୨.୦୭.୨୦୨୦ ଭୁବନେଶ୍ଵର ward no ୬୭ ର ଆଜାଦ୍ ନଗର ନିଉ କଲୋନୀରେ ଏକ କରୋନା ସଂପର୍କରେ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା . ଏଥିରେ କଲୋନୀ ର ସଭାପତି ତଥା ସଚେତକ(mentor) ମହମ୍ମଦ ଜାକିର୍ ଜାନ୍ ସଂପାଦକ ଶ୍ରୀ ରହମାନ୍ ଖାନ୍ ଯୁବନେତା ଅସଫର ଇକଵାଲ୍ ,ସାଦିକ ଅଲ୍ଲୀ, ପ୍ରଫେସର ଉସ୍ମାନ୍ ଖାନ୍ , ମୁନାଫ୍ ଅଲ୍ଲୀ କାଦିର୍ , କୁଦ୍ରତ୍ ଅଲ୍ଲୀ ଖାଁ , ରହିମ୍ ଖାନ୍ କଲୋନୀ ର ସମସ୍ତ ଅଧିବାସୀ ମାନଙ୍କୁ ଘର ଘର ବୁଲି କରୋନା ଯୁଦ୍ଧରେ ବିଜୟୀ ହେବା ପର୍ଯ୍ୟନ୍ତ ପ୍ରତିଷେଧକ ସ୍ଵରୁପ ଜାଗ୍ରତ ରହିବା ଏବଂ ଅନେକ ପ୍ରକାରର ପ୍ରତିକାର ସଂପର୍କରେ ଅବଗତ କରାଗଲା .

Leave a Reply

Your email address will not be published. Required fields are marked *