ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର 73ତମ ବାର୍ଷିକ ସମ୍ମିଳନୀ


ଭୁବନେଶ୍ୱର:
ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର 73ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରସ ର ପ୍ରୋକ୍ଷ୍ୟାଳୟରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦୈନିକ ଖବର କାଗଜ ପ୍ରମେୟ ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ମୁଖ୍ୟ ଅତିଥି, ଦୈନିକ ଖବର କାଗଜ ପ୍ରଗତିବାଦୀର ବ୍ୟୁର ଚୀଫ ବିରୂପାକ୍ଷ୍ୟ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି। ରାଜ୍ୟରେ କାର୍ଯ୍ୟରତ 8ହଜାର ଡିପ୍ଲୋମା ଇଞ୍ଜିନିୟର ଓ ସରକାରଙ୍କ ମଧ୍ୟରେ ଗଣମାଧ୍ୟମ ଏକ ସେତୁ। ଆଉ ଆମେମାନେ ସେଇ ସେତୁ ଭାବେ ହିଁ କାର୍ଯ୍ୟ କରିବୁ। ଯାହା ଗଣମାଧ୍ୟମ ଦ୍ଵାରା ହୋଇପାରିବ ତାହା କରିବାକୁ ଚେଷ୍ଟା କରିବୁ ବୋଲି କହି ମୁଖ୍ୟବକ୍ତା ଓ ମୁଖ୍ୟଅତିଥି ଉପସ୍ଥିତ ଡିପ୍ଲୋମା ଇଂଜିନିୟର ମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି ସମ୍ମିଳନୀ ରେ ସଂଘ ପକ୍ଷରୁ ବହୁ କର୍ମକର୍ତା ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *