ଏବିଭିପି ତରଫରୁ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସମର୍ଥନ!

ଏବିଭିପି ତରଫରୁ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସମର୍ଥନ!

ଭୁବନେଶ୍ୱର ୧୭.୧୨.୧୯ ,ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମାନ ରାମନାଥ କୋବିନ୍ଦ 14 ଡିସେମ୍ବର ଦିନ ସଂସଦ ର ଉଭୟ ଗୃହରେ ଆଗତ ନାଗରିକ ସଂଶୋଧନ ଵିଲ କୁ ମଞ୍ଜୁରୀ ଦେଇ ଐତିହାସିକ ପଦକ୍ଷେପ ନେଇଛନ୍ତି। ଏହା ଏବେ ନାଗରିକ ସଂଶୋଧନ ଆଇନ ରେ ପରିଣତ ହୋଇଛି!ଏହାର ସପକ୍ଷରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସମର୍ଥନ କରିଛତି।

Leave a Reply

Your email address will not be published. Required fields are marked *