ଆନ୍ଦ୍ର ପୋଲିସ ର ସଫଳତା ଧରା ପଡ଼ିଲା ବିପୁଳ ବୋସ୍ପୋର କ ।

ଆନ୍ଧ୍ରରୁ ସେମିଳିଗୁଡା ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ବିଷଫରକ ସାମଗ୍ରୀ ବଝେଇ 2ଟି ଗାଡି ଜବତ । ସେମିଳିଗୁଡାର 3 ଓ ଆନ୍ଧ୍ରରୁ 2 ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ରାତିରେ ପଟାଙ୍ଗି ପୁଲିସ ପେଟରଲିଂ କରୁଥିବା ବେଳେ ଧରିଲା ପୁଲିସ ।

Leave a Reply

Your email address will not be published. Required fields are marked *