ଅନାଥ ଅସହାୟ ମାନଙ୍କ ସାଥୀଭାବେ ଏକ ଉଦାହରଣ ପାଲଟିଯାଇଛି ଓଡ଼ିଶା ସବୁଜ ପତ୍ରିକା ବିକାଶ ପରିଷଦ ସଂଘ l

ଅନାଥ ଅସହାୟ ମାନଙ୍କ ସାଥୀଭାବେ ଏକ ଉଦାହରଣ ପାଲଟିଯାଇଛି ଓଡ଼ିଶା ସବୁଜ ପତ୍ରିକା ବିକାଶ ପରିଷଦ ସଂଘ l

ଓଡ଼ିଶା ସବୁଜ ପତ୍ରିକା ବିକାଶ ପରିଷଦ ସଂଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ରାୟ(ମୁଖ୍ୟଅତିଥି)ଙ୍କ ଉପସ୍ଥିତିରେ ପ୍ରାୟ 90ରୁ ଅଧିକ ଜଣ ଅନାଥ ମାନଙ୍କର ସୁବିଧା-ଅସୁବିଧା ବୁଝିବା,ସ୍ନାନାଗାର,ଶୌଚାଳୟ ଇତ୍ୟାଦି ର ସୁବ୍ୟବସ୍ଥା କିପରି ହେବ ସେ ବିଷୟରେ ଧ୍ୟାନ ଦେବା ସଙ୍ଗେ-ସଙ୍ଗେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦି ବିଷୟରେ ଅନୁକରଣ କରି ଔଷଧ ବିତରଣ ମଧ୍ୟ କରିଥିଲେ l ତାପରେ-ପରେ ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚବିଦ୍ୟାଳୟର ସଂସ୍କୃତ ପଣ୍ଡିତ ଶ୍ରୀମାନ ସୁରେଶ କୁମାର ପାତ୍ର ଅନ୍ତେବାସୀ ମାନଙ୍କର ବିଦ୍ୟାଧ୍ୟୟନରେ କିପରି ଅଗ୍ରଗତି ହେବ ସେ ବିଷୟରେ ଆଲୋକପାତ କରିଥିଲେ ? ଅନ୍ତିମରେ ଓଡ଼ିଶା ସବୁଜ ପତ୍ରିକା ବିକାଶ ପରିଷଦ ସଂଘର ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ରୀମାନ କାଳୁଚରଣ ପାତ୍ର ସେମାନଙ୍କ ମଙ୍ଗଳକାମନା କରିବା ସହ ସ୍ଵହସ୍ତରେ କିଛି ଚକୋଲାଟେ,ବିସ୍କୁଟ,ପେନସିଲ,କଲମ ପ୍ରଦାନ କରିବା ସହ ଭୋଜନାଦି ବ୍ୟବସ୍ଥା କରାଇଥିଲେ l

Leave a Reply

Your email address will not be published. Required fields are marked *