ଅଙ୍ଗନବାଡ଼ି କର୍ମୀ ଙ୍କ ଦୁଖଃ କେବେ ବୁଝିବେ ସରକାର

ଆଜି ମଧ୍ୟରାତ୍ରରେ ବିଏମସି ଅଙ୍ଗନବାଡ଼ି ଲେଡିସ ୱର୍କର୍ସ ପକ୍ଷରୁ ବିଧାନସଭା ସମ୍ମୁଖରେ କର୍ମୀ ମାନେ ଭୀଷଣ ଶୀତ ରେ ରାସ୍ତାରେ ସୋଇଛନ୍ତି(୧୮)ଦିନଧରି ଗରଜନ କରୁଛନ୍ତି । ସଂଘଠନ ପକ୍ଷରୁ କହିଛନ୍ଥି ଦାବି ପୁରଣ ନ ହବା ଯାଏ ରାସ୍ତାରେ ଧାରଣା ରେ ବସିବେ ବୋଲି କହିଛନ୍ତି। ସରକାର ଙ୍କ ର ନିଦ ଭାଙ୍ଗି ନାହିଁ। ଏପଟେ ସହରରେ ହକିର ମହଲ ଚାଲିଛି । ଅତିଥିମାନେ ଆସିଛନ୍ତି। ସେପଟେ ନାରୀ ମାନେ ରାସ୍ତାରେ । ଏ ହଉଛି ବାସ୍ତବ ଚିତ୍ର ଓଡ଼ିଶା ସରକାରଙ୍କ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହକି ପାଈଁ । କିନ୍ତୁ ଅଙ୍ଗନବାଡି କର୍ମୀମାନଙ୍କ ପାଇଁ ସରକାର ଙ୍କ ନିକଟରେ ନା ଅଛି ସମୟ ନା ଟଙ୍କା।

Leave a Reply

Your email address will not be published. Required fields are marked *